Why HCG Panda Hospital For Cancer Treatment କ୍ୟାନସର ଚିକିତ୍ସା ପାଇଁ ଏକମାତ୍ର ବିଶ୍ବାସଯୋଗ୍ୟ ହସ୍ପିଟାଲ HCG

0 Views
administrator
administrator
07/13/23

#CancerTreatment #HCG #PrecautionForHealth

Exclusive Interview With Dr. Ranjit Kar (Radiation Oncologist), Dr. Manjunath NML (Surgical Oncologist), Dr. Susanta Kumar Paikaray (Medical Oncology) and Dr. Tushar Kumar Mohapatra (Nuclear Medicine) from HCG Panda Cancer Hospital on " Best Treatment of Cancer in Odisha// କ୍ୟାନସର ରୋଗର ଚିକିତ୍ସା ପାଇଁ ଏକମାତ୍ର ହସ୍ପିଟାଲ

୧- କେବଳ କ’ଣ ପାନ, ଗୁଟୁଖା, ସିଗାରେଟ ସେବନ କରିବା ଦ୍ବାରା କ୍ୟାନସର ରୋଗ ହୋଇଥାଏ ନା କ୍ୟାନସର ରୋଗର ପ୍ରକୃତ କାରଣ କ’ଣ?
୨- ଓଡ଼ିଶାରେ ପୁରୁଷ ଓ ମହିଳାଙ୍କ ଠାରେ କେଉଁ ସବୁ କ୍ୟାନସର ରୋଗ ଅଧିକ ଦେଖାଯାଏ ?
୩- ଯଦି ଆମେ ଲକ୍ଷଣ କଥା ଆଲୋଚନା କରିବା ତେବେ କେଉଁ ସବୁ ଲକ୍ଷଣ ଦେଖାଦେଲେ ଆମେ ଅବହେଳା ନକରି କ୍ୟାନସର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍
୪- ଯଦି ଆମେ କ୍ୟାନସର ରୋଗ ଚିହ୍ନଟ କରିବା କଥା ଆଲୋଚନା କରିବା ତେବେ HCG Panda Cancer Hospitalରେ କ୍ୟାନସର ରୋଗ ଚିହ୍ନଟ ପାଇଁ କ’ଣ ସବୁ ସୁବିଧା ଉପଲବ୍ଧ ଅଛି।
୫- କ୍ୟାନସର ରୋଗରେ କେତେବେଳେ ଅପରେସନ୍ କରିବା ଉଚିତ୍? HCG Panda Cancer Hospitalରେ କ୍ୟାନସର ଅପରେନସନ୍ ପାଇଁ କେଉଁ ସବୁ ସୁବିଧା ଉପଲବ୍ଧ ଅଛି ଏବଂ ଅପରେସନ୍ ପରେ କେଉଁ ସବୁ ଦିଗପ୍ରତି ଧ୍ୟାନ ଦେବାକୁ ପଡିବ?
୬- କ୍ୟାନସର ରୋଗର ଚିକିତ୍ସାରେ ରେଡିଓଥେରାପୀର ଭୁମିକା କ’ଣ । HCG Panda Cancer Hospitalରେ ରେଡିଓଥେରାପୀ କେଉଁ ସବୁ ସୁବିଧା ଉପଲବ୍ଧ ଏବଂ ରେଡିଓଥେରାପୀ ନେଉଥିବା ବେଳେ ଖାଦ୍ୟପେୟ ଓ ଜୀବନଶୈଳୀ କିଭଳି ହେବା ଉଚିତ୍।
୭- କ୍ୟାନସର ରୋଗରେ କେମୋଥେରାପୀ କେତେବେଳ ନେବାକୁ ପଡେ, କ୍ୟାନସର ରୋଗୀମାନେ କେମୋଥେରାପୀ ନେବା ବେଳେ କେଉଁ ସବୁ କଥା ନିଶ୍ଚୟ ମନେ ରଖିବେ
୮- କ୍ୟାନସର ରୋଗର ଚିକିତ୍ସା କରୁଥିଲେ ବ୍ୟକ୍ତିଙ୍କ ଖାଦ୍ୟପେୟ ଓ ଜୀବନଶୈଳୀ କିଭଳି ହେବା ଉଚିତ୍?
୯- ଜଣେ କ୍ୟାନସର ରୋଗୀ କେତେ ଦିନରେ ଥରେ ଡାକ୍ତରୀ ପରୀକ୍ଷା କରିବା ଉଚିତ୍
୧୦- କ୍ୟାନସର କ’ଣ ଏକ ଡିଆଁ ରୋଗ, ଘରେ ଜଣେ କ୍ୟାନସର ରୋଗୀ ଥିଲେ ତାଙ୍କର ଯତ୍ନ କିଭଳି ନେବା ଉଚିତ୍
୧୧- ଯଦି ଆମେ ପ୍ରତିକାର କଥା ଆଲେଚାନା କରିବା, ତେବେ ଜଣେ ବ୍ୟକ୍ତି କେଉଁ ସବୁ ଦିଗପ୍ରତି ଧ୍ୟାନ ଦେବାକୁ ପଡିବ

1- What is the real cause of cancer?
2- What are the most common cancers in Odisha for men and women?
3- Stage-wise Management and Treatment of Cancer
4- Cancer Treatment Radiation
5- Cancer Treatment Doctor
6- Cancer Treatment Chemotherapy
7- Cancer Treatment
8- Chemotherapy center
9- Cancer treatment near me
10- Understanding cancer: diagnosis and treatment
11- If we talk about cancer diagnosis, what are the benefits of HCG Panda 12- Cancer Hospital for cancer diagnosis?
13- When should I have surgery for cancer? What are the benefits of HCG 14- Panda Cancer Hospital for cancer surgery and what aspects to look after surgery?
15- What is the role of radiotherapy in the treatment of cancer?
16- What are the benefits of radiotherapy at HCG Panda Cancer Hospital

Connect with us:
Facebook: https://www.facebook.com/PrecautionFo...​...
Twitter: https://twitter.com/PrecautionFH​​​​​
WhatsApp: https://chat.whatsapp.com/LDqLIwLOfZ0...​...
Website: https://www.precautionforhealth.com​​​​​

Precaution For Health ଦ୍ବାରା ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲ ଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ " Precaution For Health " ର YouTube Channelକୁ Subscribe କରନ୍ତୁ ଓ Bell ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I

cancer treatment in India
cancer treatment cost in India
cancer treatment pdf
cancer treatment radiation
cancer treatment side effects
cancer treatment chemotherapy



HCG Panda Cancer Hospital, Cuttack, is the only comprehensive cancer care center in Odisha with all facilities, under one roof. The hospital has all state-of-the-art technology, with patients having access to all the latest cancer therapy, research, and technology. HCG Panda Cancer Hospital has an integrated approach to cancer care delivery.

Show more

0 Comments Sort By

No comments found

Facebook Comments

Up next