ହେଡ୍‌ ଆଣ୍ଡ୍‌ ନେକ୍‌ କ୍ୟାନ୍‌ସର କାହିଁକି ହୁଏ? | Head and Neck Cancer in Odia | Dr Sandip Kumar Barik

1 Views
administrator
administrator
07/06/23

#Head&NeckCancer #OdiaHealthTips

କ୍ୟାନସର ବା କର୍କଟ ରୋଗ ଶରୀରର ପ୍ରାୟ ସବୁ ଅଙ୍ଗ ପ୍ରତ୍ୟଙ୍ଗରେ ହୋଇପାରେ। ମୁଣ୍ଡ ଏବଂ ଗଳା ମଧ୍ୟରେ ଥିବା ଅଙ୍ଗ ଯଥା ପାଟି, ଗଳା, ବେକ ଆଦିର ଯେକୌଣସି ସ୍ଥାନରେ କ୍ୟାନସର ହେଲେ ତାହା ହେଡ୍ ଆଣ୍ଡ୍ ନେକ୍ କ୍ୟାନସରରେ ଅନ୍ତର୍ଭୁକ୍ତ। ଧୂମପାନ, ତମ୍ବାଖୁ ସେବନ ହେଉଛି ହେଡ୍‌ ଆଣ୍ଡ୍‌ ନେକ୍‌ କ୍ୟାନ୍‌ସର (ମୁଣ୍ଡ ଏବଂ ଗଳା କର୍କଟ)ର କାରଣ। ତେବେ ହେଡ୍ ଆଣ୍ଡ୍ ନେକ୍ କ୍ୟାନସର କାହିଁକି ହୁଏ? ଏହାର ଲକ୍ଷଣ, ଚିକିତ୍ସା ଓ ନିରାକରଣ ବିଷୟରେ ବିଶିଷ୍ଟ ରେଡିଏସନ୍‌ ଅଙ୍କୋଲୋଜିଷ୍ଟ ଡାକ୍ତର ସନ୍ଦିପ କୁମାର ବାରିକ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।

ଏହି ଭିଡିଓରେ ରହିଛି,

ହେଡ୍ ଆଣ୍ଡ୍ ନେକ୍ କ୍ୟାନସର କ'ଣ?
ମୁଣ୍ଡ ଏବଂ ଗଳାରେ କ୍ୟାନସର ହେବାର କାରଣ କ'ଣ?
ହେଡ୍ ଆଣ୍ଡ୍ ନେକ୍ କ୍ୟାନସରର ଲକ୍ଷଣ
ଏହି କ୍ୟାନସରକୁ ଚିହ୍ନିବା କେମିତି?
ଏହାର ଚିକିତ୍ସା
ହେଡ୍‌ ଆଣ୍ଡ୍‌ ନେକ୍‌ କ୍ୟାନ୍‌ସରର ଜଟିଳତା
ଏହାକୁ ରୋକିବେ କିପରି?

Head and Neck Cancer is a group of cancers of the mouth, throat, sinuses, and nose. Smoking (tobacco) and alcohol are the most significant risk factors for this type of cancer. People working in the construction, textile, ceramic, logging, or food processing industries are more vulnerable to this type of cancer. Let’s find out about the symptoms of this cancer and treatments for it from Dr Sandip Kumar Barik, a Radiation Oncologist.

In this video,

What is Head and Neck Cancer? in Odia
What causes Head and Neck Cancer? in Odia
Symptoms of Head and Neck Cancer, in Odia
How to recognize it? in Odia
Treatment of Head and Neck Cancer, in Odia
Complications of Head and Neck Cancer, in Odia
How to prevent Head and Neck Cancer? in Odia

Subscribe Now & Live a Healthy Life!

ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।

Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).

For feedback and business inquiries, contact Swasthya Plus Odia at hello@swasthyaplus.com

Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

Show more

0 Comments Sort By

No comments found

Facebook Comments

Up next